ରାଜୀବ ଗାନ୍ଧୀ ହତ୍ୟାକାରୀ ନଳିନୀ ଶ୍ରୀହରନଙ୍କ ଆତ୍ମହତ୍ୟା ଉଦ୍ୟମ

ଭେଲ୍ଲୋର : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ ଜେଲ୍‌ଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍‌ ଗତକାଲି ଭେଲ୍ଲୋର ସ୍ବତନ୍ତ୍ର କାରାଗାରରେ ଆତ୍ମହତ୍ୟା ଉଦ୍ୟମ କରିଛି। ନଳିନୀର ଆଇନଜୀବୀ ପି ପୁଗାଲେନ୍ଥି ଏହି ସୂଚନା ଦେଇଛନ୍ତି। କିନ୍ତୁ ଉଭୟ ପୁଲିସ ଏବଂ ଜେଲ୍‌ ବିଭାଗ ଅଧିକାରୀମାନେ ପୁଗାଲେନ୍ଥିଙ୍କ ଏହି ବୟାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନଳିନୀ କେବଳ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା ବୋଲି ସେମାନେ କହିଛନ୍ତି। ନଳିନୀର ସ୍ବାସ୍ଥ୍ୟାବସ୍ଥା … Continue reading ରାଜୀବ ଗାନ୍ଧୀ ହତ୍ୟାକାରୀ ନଳିନୀ ଶ୍ରୀହରନଙ୍କ ଆତ୍ମହତ୍ୟା ଉଦ୍ୟମ